ନମସ୍କାର, 🙏🏻
ମୋର ନାମ ପ୍ରଦୀପ୍ତ ଚନ୍ଦ୍ର ସାହୁ । ଶ୍ରଦ୍ଧାରେ ସମସ୍ତେ " ବୁଲୁ " ବୋଲି ଡାକନ୍ତି ।
ମୋର ପେଶା ଓକିଲାତି । କିନ୍ତୁ ପରବର୍ତ୍ତୀ ସମୟରେ ସରକାରୀ ବୃତ୍ତିରେ Section Officer ଭାବେ ଅବସର ନେଲା ପରେ ଏହି ଚ୍ୟାନେଲ୍ ମାଧ୍ୟମରେ ମୋର ଜୀବନ କାଳ ମଧ୍ୟରେ ଭ୍ରମଣ କରିଥିବା ଭାରତ ର ଏବଂ ଭାରତର ପଡୋଶୀ ରାଷ୍ଟ୍ର ଗୁଡ଼ିକର ସ୍ଥାନ ମାନଙ୍କରୁ ସାଉଁଟି ଥିବା ଅଭିଜ୍ଞତାକୁ ପାଥେୟ କରି ଆପଣ ମାନଙ୍କ ଭ୍ରମଣରେ ସହାୟକ ହୋଇପାରିଲେ ମୋର ଭ୍ରମଣ ସାର୍ଥକ ହୋଇପାରିବ।
ଏତିକି ମାତ୍ର ମୁଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ବିନତୀ କରୁଛି କି🙏🏻 ଯେପରି ସେ ସର୍ବଦା ଆପଣ ଓ ଆପଣଙ୍କ ପରିବାର ଉପରେ ତାଙ୍କ କୃପା ଦୃଷ୍ଟି ରଖିଥାନ୍ତୁ ଏବଂ ଆପଣଙ୍କ ଯାତ୍ରା ସଫଳ କରିବା କରିବା ସହିତ ମନସ୍କାମନା ପୂରଣ କରନ୍ତୁ।
✳️ ମୋର ଭିଡ଼ିଓ ଯଦି ଆପଣଙ୍କୁ ଭଲ ଲାଗେ ତେବେ ଭିଡ଼ିଓ କୁ LIKE 👍🏻କରନ୍ତୁ, ନିଜର ପ୍ରିୟଜନ ମାନଙ୍କ ସହ SHARE💬📲 କରନ୍ତୁ ଏବଂ ଚ୍ୟାନେଲ୍ ଟିକୁ 🔺 SUBSCRIBE କରି ମୋତେ support କରନ୍ତୁ।
...................
For Sponsorship & Business Enquiries Contact :-
👉🏻 Email here
💌 :- odiatourguide777@gmail.com ✨
...................
{ [[ ❣️ ଧନ୍ୟବାଦ୍ , ଜୟ ଜଗନ୍ନାଥ 🙏🏻 ]] }
Shared 5 months ago
8.5K views
Shared 6 months ago
39K views
Shared 9 months ago
28K views
Shared 1 year ago
266K views
Shared 2 years ago
109K views
Shared 2 years ago
150K views
Shared 2 years ago
847K views
Shared 2 years ago
10K views
Shared 2 years ago
117K views
Shared 2 years ago
2.4M views
Shared 3 years ago
1.3K views
Shared 3 years ago
1K views
Shared 3 years ago
9.5K views
Shared 3 years ago
779 views
Shared 3 years ago
1K views
Shared 3 years ago
6.7K views
Shared 3 years ago
118K views
Shared 3 years ago
47K views