ସ୍ଵାଗତ କରୁଛି ଆପଣଙ୍କ ICS TIPS ରେ ମୁଁ Pravat ।
ମୋର ଏ ଛୋଟ ପ୍ରୟାସ ଯାହା ମାଧ୍ୟମରେ ମୁଁ ଆପଣମାନଙ୍କୁ ସମସ୍ତ Govt Job ର Update ପ୍ରଦାନ କରିଥାଏ ତା ସହିତ ଆପଣଙ୍କୁ ଓଡ଼ିଶା ସରକାରଙ୍କ ଅଧିନରେ ଆସୁଥିବା ସମସ୍ତ ନିଯୁକ୍ତି ପକ୍ରିୟା ପାଇଁ ପ୍ରସ୍ତୁତ କରାଇଥାଏ । ଆମ Channel ରେ ଆପଣଙ୍କ ପାଇଁ OSSC OSSSC OPSC OPRB ର ସମସ୍ତ Class ନିଃଶୁଳ୍କ ରେ ଉପଲବ୍ଧ ରହିଅଛି ।

"The more that you read , the more things you will know, the more that you learn.”

ଆପଣଙ୍କ ପ୍ରସ୍ତୁତି କେବଳ ସରକାରୀ ଚାକିରି ପାଇଁ ନୁହେଁ ; ପ୍ରସ୍ତୁତି ସୁସ୍ଥ ସମାଜ ଗଠନ , ସମାଜ ରେ ଉନ୍ନତିମୂଳକ କାର୍ଯ୍ୟ କରିବା ସହିତ ଅନ୍ୟର ହିତ ସାଧନ କରିବା ।

ଆମେ ଏବେ ସଫଳତା ଲାଭ କରି ନାହେଁ ,ଦିନେ ନିଶ୍ଚୟ ଲାଭ କରିବା ,ସେ ପର୍ଯ୍ୟନ୍ତ ଆମର ଏହି ପରିଶ୍ରମ ଚାଲୁ ରହିବ।

" ବେଳେ ବେଳେ ଚାବି ପେନ୍ଥା ରେ ଥିବା ଶେଷ ଚାବି ମଧ୍ୟ ବନ୍ଦ ତାଲା ଟି କୁ ଖୋଲି ଦିଏ "



For any Query and Sponsorship contact " icstipsit@gmail.com"