Prepared by:- Kaminibala Sahoo
Address:- Puri,Odisha,India
For Any queries or to give suggestion:- bibhukrupa@yahoo


ଏହି ଆଧ୍ୟାତ୍ମିକ ଚ୍ୟାନେଲ "ବିଭୁକୃପା' କୁ ଆପଣମାନଙ୍କୁ ସ୍ଵାଗତ । ଆପଣମାନଙ୍କର ପ୍ରାଣପ୍ରିୟ ଠାକୁର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମ୍ବନ୍ଧରେ ସାଧାରଣ ଜ୍ଞାନ ଓ ଆଧ୍ୟାତ୍ମିକ କଥାବସ୍ତୁ ଏହି ଚ୍ୟାନେଲ୍ ମାଧ୍ୟମରେ ଉପସ୍ଥାପନ କରି ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର , ପ୍ରସାର ଓ ସମାଜରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିବା ଏହି ଚ୍ୟାନେଲ୍ ର ଲକ୍ଷ୍ୟ।ତେଣୁ ଆପଣମାନଙ୍କର ସହୃଦୟ ସହଯୋଗ ଏକାନ୍ତ କାମ୍ୟ ।


3:37

Shared 1 month ago

159 views